https://kanaknews.com/odia-space-scientist-invented/
ଦେଶର ପ୍ରଥମ କମ୍ୟୁନିକେସନ ସାଟେଲାଇଟ୍ ଉଦ୍ଭାବନ କଲେ ଓଡ଼ିଆ ପୁଅ । ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ମିଳିବ ସୂଚନା, ଆସନ୍ତା ନଭେମ୍ବରରେ ମହାକାଶକୁ ହେବ ଉତକ୍ଷେପଣ ।